ସୀମାଞ୍ଚଳ ବାରିକ, Indian Book of Records ୨୦୨୬ ରେ ସ୍ଥାନ ପାଇଛନ୍ତି, ସେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାରଙ୍କ ସହ ଶିଷ୍ଟାଚାର ସାକ୍ଷାତ୍ କରିଲେ। ଏହି ସାକ୍ଷାତ୍ ସମୟରେ ବିଧାୟକ ମହୋଦୟ ତାଙ୍କୁ ଏହି ଅସାଧାରଣ ସଫଳତା ପାଇଁ ଅଭିନନ୍ଦନ ଜଣାଇବା ସହିତ ତାଙ୍କର ସମର୍ପଣ ଓ ପରିଶ୍ରମକୁ ପ୍ରଶଂସା କରିଥିଲେ। ତାଙ୍କର ଏହି ଉପଲବ୍ଧି ବ୍ରହ୍ମପୁର ସହର ପାଇଁ ଗର୍ବର ବିଷୟ ହେବା ସହିତ ଯୁବ ପିଢ଼ୀଙ୍କ ପାଇଁ ପ୍ରେରଣାଦାୟକ।