ବିଭିନ୍ନ ମଞ୍ଚ ରେପ୍ରତିଯୋଗୀ ଭାବରେ ଭାଗ ନେଇ ନିଜକୁ ଧନ୍ୟ ମନେ କରୁଛି I ତୁଲିକା ହେଉଛନ୍ତି ଜଣେ ଉତ୍ତମ ଓଡ଼ିଶୀ ନୃତ୍ୟ ଶିଳ୍ପୀ । କେବଳ ଯେ ରାଜ୍ଯ ସ୍ତରୀୟ ମଞ୍ଚ ନୁହେଁ ସେ ଜାତିୟ ସ୍ତରର ମଞ୍ଚ ହେଉକି ଆନ୍ତର୍ଜାତୀୟ ସ୍ତରରେ ମଞ୍ଚ ସବୁ ଥିରେ ସଫଳତା ହାସଲ, କରିବା ରେ ମାହିର ଅଟନ୍ତି ତୁଳିକା ସୂଚନା ଯୋଗ୍ୟ ଗତ ଜାନୁଆରୀ ମାସରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ,ବାଲେଶ୍ୱର ରେ ଆୟୋଜିତ ପୂର୍ବାଞ୍ଚଳ ଜୋନ ଯୁବ ଉତ୍ସବ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ମାର୍ଚ୍ଚ ମାସ ରେ ଚେନ୍ନାଇ ସ୍ଥିତ ସତ୍ୟଭାମା ପ୍ରତିଷ୍ଠାନ ଆୟୋଜିତ ଜାତୀୟ ସ୍ତରୀୟ ଯୁବ ଉତ୍ସବ ପ୍ରତିନିଧିତ୍ୱ କରିଥିଲେ ଏବଂ ସେଠାରେ ବି ସେ ଦିତ୍ୱୀୟ ସ୍ଥାନ ଅଧିକାର କରି ଓଡ଼ିଶା ମାଟି କୁ ଗର୍ବିତ କରିଥିଲେ।୨୦୨୪ ରେ ଅମିତ୍ ବିଶ୍ୱବିଦ୍ୟାଳୟ ଆୟୋଜିତ ଜାତୀୟ ସ୍ତରୀୟ ଯୁବ ଉତ୍ସବ ଲୋକ ନୃତ୍ୟ ପରିବେଷଣ ଚତୁର୍ଥ ଓଡ଼ିଶା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆୟୋଜିତ ଆନ୍ତଃ ବିଶ୍ୱବିଦ୍ୟାଳୟ ସାହିତ୍ୟ ଓ ସାଂସ୍କୃତିକ ପ୍ରତିଯୋଗିତା ଶାସ୍ତ୍ରୀୟ ନୃତ୍ୟ ବିଭାଗ ରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ତତ୍ ସହିତ ୨୦୧୬ ରେ ଅନୁଷ୍ଠିତ ହେଇଥିବା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ରେ ନୃତ୍ୟ ପ୍ରତିଯୋଗୀତା ଅଂଶ ଗ୍ରହଣ କରି ଦ୍ବିତୀୟ ସ୍ଥାନ ଅଧୁକାର କରିଥିଲ ଏବଂ ୨୦୧୭ ରେ ଅନୁଷ୍ଠିତ ହେଇଥିବା ରାଜ୍ୟ ସ୍ତରୀୟ ଶିଶୁ ଉତ୍ସବ ରେ ନୃତ୍ୟ ପ୍ରତିଯୋଗୀତା ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା। ତତ୍ ସହିତ ୨୦୧୬ ଏବଂ ୨୦୧୭ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୨୦୧୬ବ୍ଲକସ୍ତୁରୀୟ ଶିଶୁ ଉତ୍ସବ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ୨୦୧୩ ରେ ପିନାକେଲ୍, ବ୍ରହ୍ମପୁର, ଗଞ୍ଜାମରେ ପ୍ରଥମ ସ୍ଥାନ, ୨୦୧୨ ଏବଂ ୨୦୧୩ ଅନ୍ୟାଦୃଷ୍ଟି ରେ ପ୍ରଥମ ସ୍ଥାନ, ୨୦୧୩ ଯୁବ ହଷ୍ଟେଲ ଆସୋସିଏସନ ରେ ପ୍ରଥମ ସ୍ଥାନ, ୨୦୧୫ ରେ ଭାରତରେ ପ୍ରଥମ ସ୍ଥାନ ରାଜ୍ୟ ସ୍ତରରେ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା, ୨୦୧୬ରେ ଜିଲ୍ଲା ରାଜ୍ୟପାଳ ଟ୍ରଫି ରେ ଗଞ୍ଜାମରେ ପ୍ରଥମ ସ୍ନାନ, ୨୦୧୭ ରେ ନୃତ୍ୟଶ୍ରୀ ପୁରସ୍କାର ଆନ୍ତର୍ଜାତୀୟ ସଙ୍ଗୀତ ଏବଂ ନୃତ୍ୟ ମହୋତ୍ସବ ମହୋତ୍ସବ ରେ ପ୍ରଥମ ସ୍ନାନ, ୨୦୨୨ ରେ ଭୁବନେଶ୍ବରରେ ପ୍ରଥମ ରନର୍ସ ଅପ୍ ପ୍ରତିଭା ଅର୍ଜନ କଲେ, ୨୦୧୩ ରେ ରେ ଘୁଙ୍ଗାରୁ ଦ୍ବିତୀୟ ସ୍ଥାନ, ୧୮ତମ ସ୍ବର୍ଣ୍ଣକ୍ଷେତ୍ର ଉତ୍ସବ, ପୁରୀ, ୨୦୧୬ ରେ ଦ୍ବିତୀୟ ସ୍ଥାନ, କଳା ଉତ୍ସବ, ବ୍ରହ୍ମପୁର ୨୦୧୫ରେ ଦ୍ବିତୀୟ ସ୍ଥାନ,ପ୍ରଜ୍ଞାନ ପ୍ରତିଭା ପୁରସ୍କାର,ଭୁବନେଶ୍ବର, ୨୦୨୩ରେ ପ୍ରଥମ ସ୍ଥାନ,2023 ରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ଭୁବନେଶ୍ବର ଦ୍ବାରା ଆୟୋଜିତ ଗୁରୁ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ ସ୍ମାରକୀରେ ରେ ପ୍ରତିଯୋଗିତା ତୃତୀୟ ସ୍ଥାନ ଓଡ଼ିଶୀ ନୃତ୍ୟରେ ଦୂରଦର୍ଶନର "ବି- ଗ୍ରେଡ୍" କଳାକାର ସହ ସୃଜନ ଭାରତୀୟ ସଂସ୍କୃତି ତରଫରୁ ଶ୍ରୀ ନୃତ୍ୟ କଳା ପୁରସ୍କାର ଏବଂ ଶିକ୍ଷା ଟ୍ରଷ୍ଟ ୨୦୨୧ କଳା କଳ୍ପ ସଂସ୍କୃତି ସଂସ୍ଥାନରୁ ଆରୋହଣ, ଭାରତ ଅଲିମ୍ପିଆଡ୍ ଫାଉଣ୍ଡେସନ୍ ତରଫରୁ ଛୁଲୋ ଆସମାନ ସିଜନ୍-3, ମ୍ୟାଜିକ୍ ନିକ୍ ବୁକ୍ ଅଫ୍ ରେକର୍ଡରୁ ଶ୍ରେଷ୍ଠ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ପୁରସ୍କାର, ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଙ୍କ ପକ୍ଷରୁ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ଫୋରମ୍,୨୦୨୩ ପ୍ରଜ୍ଞାନ ପ୍ରତିଭା ପୁରସ୍କାର, ଭୁବନେଶ୍ବର ରେ ଆୟୋଜିତ "ନୂଆ-ଓ' ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଆଗାମୀ ଦିନରେ ଏହିଭଳି ପ୍ରତିଯୋଗିତ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିବେ ବୋଲି କହିଛନ୍ତି ।


0 Comments