ଶେଷ୍ଠ ଏଏସଆଇ ଭାବେ ପୁରସ୍କୃତ ହେଲେ ବିଜୟ କୁମାର ସୁନାଶଗଡ଼


୨୦୨୫ ମସିହାରେ ଏଏସଆଇ ବିଜୟ କୁମାର ସୁନାଶଗଡ଼ଙ୍କ ପ୍ରଶଂସନୀୟ ଓ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ  ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟ କଟକ ଠାରେ ଆୟୋଜିତ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ଅବସରରେ  ଶ୍ରେଷ୍ଠ ଏଏସ୍ଆଇ ଭାବେ ଅର୍ଥ ପୁରସ୍କାର ସହ "ଦାମୋଦର ଛୋଟରାୟ ସ୍ମୃତି ଟ୍ରଫି"ରେ ପୁରସ୍କୃତ ହୋଇଛନ୍ତି । ଡ଼ିଜିପି ଯୋଗେଶ୍ୱର ବାହାଦୂର ଖୁରାନିଆଙ୍କ ଦ୍ଵାରା ଏଏସଆଇ ବିଜୟ କୁମାର ସୁନାଶଗଡ଼ ପୁରସ୍କୃତ ହୋଇଥିବା ଜଣାପଡିଛି ।

Post a Comment

0 Comments