ହ୍ୱିଜଡମ୍ ଇନଷ୍ଟିଟ୍ୟୁଟ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ




ବ୍ରହ୍ମପୁର ( ଲୋକପ୍ରଭା ନ୍ୟୁଜ଼୭) ୨୪/୦୫/୨୦୨୬ ରେ ହ୍ୱିଜଡମ୍ ଇନଷ୍ଟିଟ୍ୟୁଟ ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବ୍ରହ୍ମପୁର ଡେଣ୍ଟାଲ କ୍ଲିନିକର ମୁଖ୍ୟ ଡାକ୍ତର ଦିବ୍ୟାନୀ ଦେବ ଉଦ୍ଘାଟନ କରିଥିଲେ। ହ୍ୱିଜଡମ୍‌ର ନିର୍ଦ୍ଦେଶକ ପ୍ରଜ୍ଞାନ ରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା।





ଏଥିରେ ଅନୁଷ୍ଠାନର ପୂର୍ଣ୍ଣଚନ୍ଦ୍ର ପ୍ରହରାଜ, ସୃଷ୍ଟିଲତା ପାତ୍ର, ଦିବ୍ୟାଞ୍ଜଳି ରାଓ ପ୍ରମୁଖ ସହଯୋଗ କରିଥିଲେ।

Post a Comment

0 Comments