ପୂର୍ବ ଶତୃତା କୁ କେନ୍ଦ୍ର କରି ହଣାକଟା

 ବ୍ରହ୍ମପୁର :- ( ଲୋକପ୍ରଭା ନ୍ୟୁଜ଼୭) ପୂର୍ବ ଶତୃତା କୁ କେନ୍ଦ୍ର କରି ହଣାକଟା ଘଟିଛି, ଦୁଇ ରାଉଣ୍ଡ ଗୁଳି ବାଜିଛି, ଅତିଶୀଘ୍ର ଆଉ ଦୁଇ ଜଣ ଧରାଯିବ, କାହାରିକୁ ବି ଛଡା ଯିବ ନାହିଁ କହିଲେ ଏସପି... ଜୁଆ ଖେଳ ନେଇ ପୋଲିସ୍ କୁ ଖବର ଦେଉଥିବା ସନ୍ଦେହ ରୁ ଏମିତି ଶତ୍ରୁତା ହୋଇଛି, ହଣା ଖାଇଥିବା ବ୍ୟକ୍ତି ଅଭିଯୁକ୍ତ ଦୁଇ ଭାଇ ଙ୍କ ଘର ଉପରେ ବୋମା ମାଡ କରି ଜେଲ୍ ଯାଇ ଜାମିନ ରେ ଆସିଥିଲା, ଗୋଟିଏ ସାହିରେ ସମସ୍ତେ ରହୁଛନ୍ତି ,ଚଉମିଂ ଖାଇବାକୁ ଆସିଥିବା ବେଳେ ଦୁଇ ଭାଇ ହାଣିଥିଲେ ଦେଲେ ସୂଚନା

Post a Comment

0 Comments