ଅଖିଳ ଭାରତ କୃଷକ ସଭା 90ବର୍ଷ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋଚନା ଚକ୍ର

 


ଅଖିଳ ଭାରତ କୃଷକ ସଭା 90ବର୍ଷ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଲୋଚନା ଚକ୍ର ସାମ୍ରାଜ୍ୟ ବାଦୀ ମଧ୍ୟ୍ୟ ପ୍ରାଚ୍ୟ ଯୁଦ୍ଧ ଆକ୍ରମଣ ରେ ଦେଶ ଉପରେ କୃଷକ ଓ଼ କୃଷି ଉପରେ ପ୍ରଭାବ -ଲାଲ ପତକା କୁ ବରିଷ୍ଠ ଜିଲ୍ଲା କୃଷକ ନେତା କୈଳାଶ ଷଡ଼ଙ୍ଗୀ ଉତ୍ତୋଳନ କରି ଥିଲେ ଆଲୋଚନା ଚକ୍ର ରେ କମ୍ରେଡ ପି. ହରି କୃଷ୍ଣ ରେଡ୍ଡୀ ସଭାପତିତ୍ୱକରିଥିଲେl ଉଦଘାଟନ କରିଥିଲେ

ବରିଷ୍ଠ ମାର୍କ୍ସ ବାଦୀ ନେତା କେନ୍ଦ୍ର ଟ୍ରେଡ଼ ୟୁନିଅନ ରାଜ୍ୟ ସଭାପତି କମ୍ରେଡ ଜନାର୍ଦନ ପତି. ବକ୍ତାକମ୍ରେଡ ଅଳିକିଶୋର ପଟ୍ଟନାୟକ. ପୂର୍ବତନ କେନ୍ଦ୍ର କମିଟି ସଭ୍ୟ ସିପିଆଇ(ଏମ)ବକ୍ତା କମ୍ରେଡ ସୁରେଶ ଚନ୍ଦ୍ର ପାଣି ଗ୍ରାହୀ. ରାଜ୍ୟ ସମ୍ପାଦକ ଓ଼ କେନ୍ଦ୍ର କମିଟି ସଭ୍ୟ ସିପିଆଇ(ଏମ )ବକ୍ତା କମ୍ରେଡ ଯୁଧିଷ୍ଠିର ବେହେରା. ଓ଼ ବଦ୍ରି ନାରାୟଣ ସି ପି ଆଇ ମ୍ ଦାସଗୋପାଳ କୃଷ୍ଣ ପାଣି ଗ୍ରାହୀକୃଷକ ନେତା .ଉର୍ମିଳା ଜେନା କୃଷକ ମହିଳା ନେତ୍ରୀ

ଜିଲ୍ଲା ସମ୍ପାଦକ ପି. ଶିବ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ l.ଏଥିରେ ଯୋଗେଶ ଚନ୍ଦ୍ର ସାହୁ.ରାମଚନ୍ଦ୍ର ନାୟକ ଦୁର୍ଯ୍ୟୋଧନ ସ୍ୱାଇଁ. କୃଷଚନ୍ଦ୍ର ସାହୁ l. ଯୋଗ ଦାନ କରିଥିଲେ l.


Post a Comment

0 Comments