ବୁଧୁବାର ଦିନ ସାମାଜିକ କର୍ମୀ ତଥା ପୂର୍ବତନ ବିଜେପି ଜିଲ୍ଲା ଅଧିକାରୀ ଏବଂ BMC ସୁପାରିଜ ବାସୁଦେବ ଘଡେଇଙ୍କର ତିରୋଧାନ ଏକାଦଶାହ ଅବସରରେ ଏକ ଶକଶୋଭା ସହ ସ୍ମୃତିଚରଣ ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ପୂର୍ବତନ Be. D. A ଚେୟାରମ୍ୟାନ ତଥା କାଜୁ ନିଗମ ଅଧିକାରୀ ଶ୍ରୀ ସୁବାସ ମହାରଣା ମୁଖ୍ୟ ଅଥିତି ରୂପେ ଯୋଗଦେଇ ସମବେଦନା ଜଣେଇଥିଲେ ଉକ୍ତ ଶଭାରେ ଅଧକ୍ଷତା କରିଥିଲେ ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ଉପସଭାପତି ଶ୍ରୀ ଚିନ୍ତାମଣି ନାୟକ ଅନ୍ୟ ଅଥିତି ଭାବେ ହାଡ଼ିକୁଳ ସଙ୍ଘ, ମେହେନ୍ତରା ସଙ୍ଘ, DLR ସଙ୍ଘ,AODSKP, BMC ପଦାଧିକରୀ,ପାଣ୍ଡବ ନଗର କମିଟି, ଧାନମେରା ସାହି କମିଟି,ସୀତାଡ଼ିମିରା ସାହି କମିଟି ଯୋଗଦେବା ସହ ଅନେକ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଯୋଗଦାନ କରି ସ୍ୱର୍ଗତ ବାସୁଦେବ ଘଡେଇଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଗଞ୍ଜାମ ଜିଲ୍ଲାର ଉଚ୍ଚ ମାଧ୍ୟ୍ୟମିକ ଶିକ୍ଷାକ ସଙ୍ଘର ବରିଷ୍ଠ କର୍ମକର୍ତ୍ତା ଓ କରୁଣା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପିକା ମାନେ ମଧ୍ୟ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିଥିଲେ ପରିବାର କନିଷ୍ଠ ଭ୍ରାତା ତଥା ବିଜେଡି ଯୁବ ନେତା ଦୁଷ୍ମନ୍ତ ଘଡ଼େଇ, ବାସୁଦେବ ଘଡେଇ ପୁତ୍ର ଶିକ୍ଷକ ମୁକୁନ୍ଦ ଘଡେ଼ଇ ଅଥିତି ମାନଙ୍କୁ କୃତ୍ତାଜ୍ଞାତ ସହ ଧନ୍ୟବାଦ ଜ୍ଞାପନ କରିଥିଲେ ବ


0 Comments